
Doesn't matter how much educated you are, the matters is that how fluent you are. Your image is easily grasped by the crowds if your conversation is impressive and influencing. So, friends keep watching my animated translation class videos. They would immensely satisfy your vision and dream of success in English. The video link given below. Please click the link and experience the difference.Readers, more articles are given below for your quick perception. Have a glance- https://youtu.be/KunB414b1rY
MODEL BUT IDEAL SOLUTION OF PASSAGE PATTERN TRANSLATION
Step-1 (Beginners)
- ମୁଁ ଯାଏ l⮞ I go
- ମୁଁ ସ୍କୁଲ କୁ ଯାଏ ⮞ I go to school.
- ମୁଁ ସ୍କୁଲ କୁ ପାଠ ପଢିବା ପାଇଁ ଯାଏ ⮞I go to school for study/ I go to read at school
- ତୁମେ ଯାଅ ⮞ You go.
- ତୁମେ ସ୍କୁଲ୍କୁ ଯାଅ ⮞ You go to school.
- ତୁମେ ସ୍କୁଲ୍କୁ ପାଠ ପଢିବା ପାଇଁ ଯାଅ ⮞ You go to school for study/ You go to study at school.
- ସେ ଯାଏ ⮞ He/she goes.
- ସେ ସ୍କୁଲ୍କୁ ଯାଏ ⮞ He/she goes to school.
- ସେ ସ୍କୁଲ୍କୁ ପାଠ ପଢିବା ପାଇଁ ଯାଏ ⮞ He/she goes to school for study/ He/she goes to study at school.
ବାପା ଗୋଟିଏ କାର କିଣିବାକୁ ସ୍ଥିର କରିଛନ୍ତି l ଆମ୍ଭେମାନେ ଖୁବ ଉତ୍ସାହିତ l ଆମ୍ଭେମାନେ କାର ରେ ବସି ପ୍ରଥମେ ପୁରୀ ଯିବୁ l ଆଜିକାଲି ଏକ କାର ରଖିବା ଏକ ବିଳାସ ନୁହେଁ, ବରଂ ଏକ ଆବଶ୍ୟକତା l ସୁଜୁକି କାର ମୋର ପ୍ରିୟ l ତୁମେ କେବେ ଏକ କାର ଚଲାଇଛ ?
SOLUTION-
- Father has decided to buy a car.
- We are much enthusiastic (encouraged).
- We shall go to Puri first having sat in the car/ Sitting in the car we shall go first to Puri.
- To keep a car is not a luxury for nowadays, rather a necessary. Suzuki is my favourite car/ My favourite car is suzuki.
- Have you ever driven a car?
MODEL BUT IDEAL SOLUTION OF DIALOGUE PATTERN TRANSLATION FOR SPOKEN ENGLISH
କଥା କଣ ?- What's the matter?
ତୁମର କଣ ହୋଇଛି ? - Whats the matter with you?
ସବୁ ଠିକ ଠାକ ତ ?- Is everything fine/OK ?
କିପରି ଅଛ ?-How are you?
କଣ କହିବାକୁ ଚାହୁଁଛ ?- What do you mean?
ହେଲେ କାହିଁକି ?-But, why?
ଆପଣ କେଉଁଠାରୁ ଆସିଛନ୍ତି ?-Where are you from?
ମୋତେ ଶହେ ଟଙ୍କା ଧାର ଦେବେ କି ? Would you lend me hundred rupees?
ଆପଣଙ୍କ ପାଇଁ କଫି କରିଦେବି ? Shall I make you coffee?
ମୋ କଥା କିଛି ମନେ କଲ କି ? Did you mind my words ?
ନା, ମନେ କରେନି l No, I don't mind.
ନା ମନେ କରିବି କାହିଁକି ? No, why should I ?
ଆପଣ କଣ ମୋ କଥା ଶୁଣି ପାରୁ ନାହାନ୍ତି ? Can't you hear me?
ଏତେ ଚଂଚଳ କାହିଁକି ? Why so haste?
ଆପଣଙ୍କର କିଛି ସେବା କରିପାରେ କି ? Any service, please?
ମୁଁ ସବୁବେଳେ ଆପଣଙ୍କ ସେବାରେ l I am always at your service.
ଆହାଃ Alas !
ଦେଖ ମାଁ Look, Mum.
କେତେ ସୁନ୍ଦର ! How beautiful !
ସତରେ ! Really !
ବାଃ ! ଭଲ କରିଛ l Bravo ! You have done well.
ହେ ଭଗବାନ ! Oh, God !
ମୁଁ ଜାଣିନି - I don't know.
ତାକୁ ଭିତରକୁ ଅଣ - Bring him in.
କେହି ଆସିଲେ ନାହିଁ - Nobody came.
ବିଜୁଳି ଚାଲି ଗଲା - The power has gone off/ The electricity has gone off.
ସାବଧାନ ରହ - Be careful.
କଦାପି ନୁହେଁ - No not at all.
ମୋ କଥା ଶୁଣ - Listen to me.
ଏହାକୁ ଠିକସେ କର - Do it right / Do it correctly.
କଣ କରିବା ? - What to do ?
ConversionConversion EmoticonEmoticon